ଓମିକ୍ରନ ବିଗାଡି ଦେଲା ବ୍ୟବସାୟ । ନିରାଶ ହେଲେ ବ୍ୟବସାୟୀ । ଭୋକ ସହ ଯୁଝିବାର ଆସିଲା ସମୟ । ଏମିତି କହି ମନ ଦୁଃଖରେ ଫେରିଲେ ଶିଶିର ସରସରେ ଷ୍ଟଲ ପକେଇ ଥିବା ବ୍ୟବସାୟୀ । କାରଣ ଦୀର୍ଘ ଦୁଇ ବର୍ଷ ଧରି କରୋନା ପ୍ରଭାବରେ ହାତ ବାନ୍ଧି ବସିଥଲେ ଏମାନେ ।
#Bhubaneswar #sisirasarasamela #Omicron #corona #Businessman #Odisha #ArgusNews