ଓମିକ୍ରନ ଭୂତଣୁ ବାୟୁରେ 5 ମିନିଟ ଯାଏ ରହୁଛି । 20 ମିନିଟ ପରେ ନିଷ୍କ୍ରିୟ ହୋଇଯାଉଛି ଓମିକ୍ରନ ଭୂତାଣୁ ।ଜଣେ ଓମିକ୍ରନ ଚିହ୍ନଟ ହେବା ଅର୍ଥ ଆଉ 60ରୁ 90 ଜଣ ଓମିକ୍ରନ ଆକ୍ରାନ୍ତ ଅଛନ୍ତି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ।
#Omicron #corona #OmicronVirus #Odisha #ArgusNews