ଓଡ଼ିଶାରେ ନବନିଯୁକ୍ତି କୋଚ wasim ଜାଫର ଓ ଓସିଏର ନିଷ୍ପତ୍ତିକୁ ବିରୋଧ କରିଛି ହିନ୍ଦୁ ଜାଗରଣ ମଞ୍ଚ । ପୂର୍ବରୁ ଉତ୍ତରାଖଣ୍ଡରେ ଅନେକ ଅପ୍ରୀତିକର କାର୍ଯ୍ୟରେ ସେ ଲିପ୍ତ ରହିଛନ୍ତି । ତେଣୁ ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଏଭଳି ଏକ ବ୍ୟକ୍ତିଙ୍କୁ କୋଚ ଭାବେ ରାଜ୍ୟବାସୀ ଗ୍ରହଣ କରିପାରିବେ ନାହିଁ ବୋଲି ମତ ରଖିଛନ୍ତି ହିନ୍ଦୁ ଜାଗରଣ ମଞ୍ଚର କର୍ମକର୍ତ୍ତା
#ArgusNews #Odisha #ArgusNewsTV #OCA #hinduJagaranamancha #wasimjafar