#ଓଡ଼ିଶାରେ_ଜମାତ୍_ଉଲ_ମୁଜାହିଦ୍ଦିନ୍_ଆତଙ୍କବାଦୀ !
ଓଡ଼ିଶାରେ ବାଂଲାଦେଶ ଆତଙ୍କବାଦୀ ସଂଗଠନ ଜମାତ୍-ଉଲ-ମୁଜାହିଦ୍ଦିନ୍ ବା ଜେଏମ୍ବିର ଆତଙ୍କବାଦୀ । ପଶ୍ଚିମ କୋଲକାତାର ହରିଦେବପୁରରୁ ସଂଗଠନର 3 ଆତଙ୍କବାଦୀ ଗିରଫ ପରେ ଏପରି ତଥ୍ୟ ସାମ୍ନାକୁ ଆସିଛି
#ArgusNews #Odisha #ArgusNewsTV #Terrorist #Bangladesh #JMB