#ଓଡ଼ିଶା_ଗସ୍ତରେ_କେନ୍ଦ୍ର_ଶିକ୍ଷା_ମନ୍ତ୍ରୀ_ଧର୍ମେନ୍ଦ୍ର_ପ୍ରଧାନ
ଗାନ୍ଧୀ ଜୟନ୍ତୀ ଅବସରରେ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରରୁ ରେଢାଖୋଲକୁ ଟ୍ରେନ୍ ଯୋଗେ ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଆଜି ରେଢ଼ାଖୋଲ ଠାରେ ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ।
#Bhubaneswar #Redhakhol #CentralMinister Dharmendra Pradhan #Odisha #ArgusNews