ଉଦ୍ୟାନ କୃଷି ପାଇଁ ଅନୁକୂଳ କୋରାପୁଟର ଜଳବାୟୁରେ ସଫଳ ହୋଇଛି ଔଷଧୀୟ ଗୁଣରେ ଭରା ଧଳା କଲରା ଚାଷ । ମଧୁମେହ ରୋଗୀଙ୍କ ପାଇଁ ମହୌଷଧି ସାବ୍ୟସ୍ତ ହୋଇଥିବାରୁ ବଜାରରେ ବଢୁଛି ଏହାର ଚାହିଦା । ସାଧାରଣ କଲରା ଠାରୁ ଦୁଇଗୁଣା ଦର ରେ ବିକ୍ରି ହେଉଥିବାରୁ ଏହି ପ୍ରଜାତିର କଲରା ଚାଷ ଜରିଆରେ ଚାଷୀ ଦେଖୁଛି ସ୍ୱାବଲମ୍ବୀ ହେବାର ସ୍ବପ୍ନ ।
#bittermelon #Odisha #ArgusNews #Koraput #Jeypore #farming #GoodNews