ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଜଗନ ରେଡ୍ଡି ବୈଠକରେ କଣ ହେଲା ସାର୍ଵଜନୀନ କରନ୍ତୁ ବୋଲି କହିଲେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା । ସାଲୁର ବିଧାୟକ ଏବଂ ଶ୍ରୀକାକୂଳମ ଜନ ପ୍ରତିନିଧି କହୁଛନ୍ତି ଆନ୍ଧ୍ରକୁ ସୁହାଇଲା ଭଳି ବୈଠକ ହୋଇଛି
#OdishaAndhra #Meeting #Congress #saptagiriUlaka #ArgusNews