ବାଲେଶ୍ବର ଜଳେଶ୍ବର ବ୍ଲକ ସାମ୍ନାରେ କଂଗ୍ରେସର ଗଣ ବିକ୍ଷୋଭ । ଜଳେଶ୍ବର ବ୍ଲକର ପ୍ରାୟ 7000 ରୁ ଉର୍ଦ୍ଧ ହିତାଧିକାରୀ ଆବାସ ତାଲିକାରୁ ବାଦ୍ ପଡିଥିବା କଂଗ୍ରେସ ଅଭିଯୋଗ କରିଛି । ତେବେ ହିତାଧିକାରୀ ଙ୍କୁ ତାଲିକା ଅନ୍ତର୍ଭୁକ୍ତ କରିବା ଦାବିରେ ଜଳେଶ୍ବର କଂଗ୍ରେସ ପକ୍ଷରୁ ଗଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି
#ArgusNews #Odisha #ArgusNewsTV #Balasore #CongressProtest #AbasIssue