କଂଗ୍ରେସର 6 ଘଣ୍ଟିଆ ହରତାଳ । ଟ୍ବିନସିଟିରେ ଲୋକଙ୍କୁ ଚକୋଲେଟ୍ ଦେଇ ମମିତା ପ୍ରସଙ୍ଗରେ ବୁଝାଇଲେ କଂଗ୍ରେସ କର୍ମୀ। ସଚିବାଳୟରେ କର୍ମଚାରୀଙ୍କୁ ମମିତା ପ୍ରସଙ୍ଗରେ ବୁଝାଇବାକୁ ଉଦ୍ୟମ ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ଗିରଫ କରିଥିଲା ପୋଲିସ ।
#Odisha #ArgusNews #mamitamurdercase #JusticeForMamita #gobindsahu #mamatamehernews #Congress #IndianNationalCongress #odishabandh