ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରକୁ ଆଣି ଦୋଷୀକୁ ଉଚିତ୍ ଦଣ୍ଡ ଦାବିରେ କଂଗ୍ରେସ ତରଫରୁ ୬ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ହରତାଳ । ଦେଖନ୍ତୁ କିପରି ରହିଛି କଟକ ନଗର କଂଗ୍ରେସ କମିଟି ପକ୍ଷରୁ ହରତାଳ
#Congress #Cuttack #JusticeForMamita #DibyashankarMishra #ArgusNews