କଅଁଳ ଜୀବନ ରକ୍ଷା ପାଇଁ ଦରକାର 16 କୋଟି ଟଙ୍କା I
ଯେଉଁଥିରେ ହେବ ବିରଳ ଅସ୍ତ୍ରୋପଚାର... ସ୍ପାଇନାଲ୍ ମସ୍କୁଲାର୍ ଆଟ୍ରୋଫିରେ ଆକ୍ରାନ୍ତ 19 ମାସର ଶିଶୁ ପୁତ୍ର ରାଜବୀର... ମେରୁଦଣ୍ଡରେ ସମସ୍ୟା ଯୋଗୁଁ ନା ସେ ଛିଡ଼ା ହୋଇ ପାରୁଛନ୍ତି ନା ଠିକ୍ରେ ବସି ପାରୁଛନ୍ତି । ଯନ୍ତ୍ରଣାରେ ଛଟପଟ ପୁଅର ଚିକିତ୍ସା ପାଇଁ ଲାଗି ପଡିଛନ୍ତି ବାପା ମାଆ।
#Rajveer #Treatment #needhelp #Bhubaneswar #Odisha #ArgusNews Sonu Sood