ପୁଣି ସାମ୍ନାକୁ ଆସିଲା ଆବାସ ଘୋଟଲା । ସମସ୍ତଙ୍କ ପାଇଁ ପକ୍କା ଘର ଯୋଗାଇ ଦିଆଯିବା ପାଇଁ ସୁବିଧା ଥିବା ବେଳ ପ୍ରକୃତ ହିତାଧିକାରୀ କିନ୍ତୁ ଯୋଜନାରୁ ବାଦ ପଡୁଛନ୍ତି । କଟକ ନରସିଂହପୁରର ଯୋଡୁମୁଁରେ ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ପାଇଁ ତିଆରି ହେଇଥିବା ତାଲିକାରେ ଆବାସ ଘୋଟଲା ହୋଇଥିବା ଅଭିଯୋଗ ହୋଇଛି ।
#Cuttack #narsinghpur #AwasScam #Corruptions #Odisha #ArgusNews