କଟକ ସହରରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ପ୍ରତ୍ୟେକ ଦିନ ନୂଆ ନୂଆ ଡେଙ୍ଗୁରୋଗୀ ଚିହ୍ନଟ ହେଉଥିବା ବେଳେ ତୁଳସୀପୁର ଓ ଥୋରିଆ ସାହିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି।
#ArgusNews #Odisha #ArgusNewsTv #Cuttack #denguepatient