#ନିର୍ବାଚନ_କମିଶନଙ୍କ_କୋଭିଡ_କଟକଣାର_ଧଜ୍ଜିଆ_ଉଡାଇଲା_ବିଜେଡି_ପ୍ରାର୍ଥୀ
ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଉଲଙ୍ଘନ କରୁଛନ୍ତି ଶାସକ ଦଳ ପ୍ରାର୍ଥୀ
ପ୍ରାର୍ଥୀ ପତ୍ର ଦାଖଲ ବେଳେ ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କୁ ନେଇ ଯାଉଛନ୍ତି ପ୍ରାର୍ଥୀ
ସେପଟେ କଟକଣା ଉଲଙ୍ଘନ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ#BJD #PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews