#କଟକବାସୀଙ୍କୁ_ଜାଇକା_ଯନ୍ତ୍ରଣା
#ପ୍ରତିଶୃତିରେ_ଜାଇକା_ପ୍ରକଳ୍ପ
ଜାଇକା ପାଇଁ ଦଣ୍ଡ ପାଇଛନ୍ତି କଟକ ବାରବାଟି ପୂର୍ଵତନ ବିଧାୟକ ଦେବାଶିଷ ସାମନ୍ତରାୟ । ଜାଇକା ଯନ୍ତ୍ରଣାରୁ କଟକବାସୀଙ୍କୁ ମୁକ୍ତ କରିବେ ବୋଲି ପୁଣି ଦେଇଛନ୍ତି ଆଉ ଏକ ପ୍ରତିଶୃତି । ନିର୍ବାଚନ କୁ ଆଖି ଆଗରେ ରଖି ପୁଣି ପରିବର୍ତ୍ତନ କଲେ ଧାର୍ଯ୍ୟ ତାରିଖ ।
#Odisha #cuttack #Jaica #drainage #JICAProject