#କଟକବାସୀଙ୍କୁ_ଭୂଆଁ_ବୁଲାଉଛନ୍ତି_କି_ସାଂସଦ_ସୁବାସ_ସିଂ ?
ଦୀର୍ଘ ୨୧ ବର୍ଷର ଶାସନ ପରେ ଏବେ କାହିଁକି ମନେ ପଡ଼ିଲା କଟକ କଥା ? ନୂଆ କଟକର ସ୍ବପ୍ନ ଦେଖାଇ କାହିଁକି ସହରବାସୀଙ୍କୁ ଲଲିପପ୍ ଦେଉଛନ୍ତି ସାଂସଦ ? ବର୍ତ୍ତମାନ ବିରୋଧୀ ଏପରି ଢଙ୍ଗରେ ପ୍ରଶ୍ନ ଉଠେଇଛନ୍ତି। ସେପଟେ ବିଜେପି ଅମଳରେ କଟକ ସହରରେ ଆରମ୍ଭ ହୋଇଥିବା ବିକାଶମୂଳକ କାର୍ଯ୍ୟ ଉପରେ ଚୂନ ଲେପି ବାଃ ବାଃ ନେଉଥିବା ରାଜ୍ୟ ସରକାରଙ୍କ ଉପରେ ଉଠିଛି ପ୍ରଶ୍ନ।
#Odisha #Cuttack #ArgusNews #improvement #development #twincity