କଟକରୁ ଠାବ ହୋଇଥିବା ବେଆଇନ ଲିଙ୍ଗ ନିରୁପଣ ମାମଲା ଜାରି ରହିଛି ପୋଲିସ ତଦନ୍ତ । ଏହି କ୍ରମରେ ଭୃଣ ଲିଙ୍ଗ ନିରୁପଣ ରାକେର୍ଟ ଚଳାଇବା ଏବଂ ଏଥିରେ ସାମିଲ ଥିବା 4 ଜଣ ବ୍ୟକ୍ତିଙ୍କୁ ଗିରଫ କରି ସାରିଲାଣି କମିଶନରେଟ ପୋଲିସ । ତେବେ ଏହି ରାକେର୍ଟର ଚେର କଟକ ବାହାରକୁ ଲମ୍ବିଥିବାରୁ କମିଶନରେଟ ପୋଲିସର ଏକ ଟିମ୍ ବିଭିନ୍ନ ଜିଲ୍ଲାକୁ ଯାଇ ତଦନ୍ତ କରିବ ବୋଲି ସ୍ପଷ୍ଟ ହୋଇଛି ।
#Odisha #ArgusNews #ultrasound #Cuttack Commissionerate Police Bhubaneswarcuttack #CommissioneratePolice