କଟକରେ ଗଞ୍ଜେଇ ବେପାରୀ ଘରୁ ୭୦ ଲକ୍ଷ ଜବତ । ଟଙ୍କା ସହ ୨୦ କେଜିରୁ ଅଧିକ ଗଞ୍ଜେଇ ଜବତ କଲା ପୋଲିସ । ବୈୟାଳିଶ ମୌଜା ଘରେ ଚଢ଼ାଉ କରି ଗଞ୍ଜେଇ ଜବତ କରିଛି ପୋଲିସ । ଏହି କାରବାର ମାମଲାରେ କଟକ ସହରାଞ୍ଚଳ ପୋଲିସ ଦ୍ବାରା ୨ ଅଭିଯୁକ୍ତ ଗିରଫ କରାଯାଇଥିବା ସୂଚନା ।
#Cuttack #policeseized #GanjaSeized #Arrested #Odisha #ArgusNews