କଟକରେ ଠାବ ହେଲା ନକଲି ସିମେଣ୍ଟ କାରଖାନା। । ଜଗତପୁର ପୀରବଜ଼ାର ଠାରେ ଠାବ ହୋଇଛି ଏ କାରଖାନା । ଲକ୍ଷାଧିକ ଟଙ୍କାର ନକଲି ସିମେଣ୍ଟକୁ ଜବତ କରାଯାଇଛି । ଖବର ମିଳିବା ପରେ ଜଗତପୁର ପୋଲିସ ପକ୍ଷରୁ ଚଢ଼ାଉ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।
#Cuttack #Jagatpur #counterfeit #cementfactory #seized #PoliceRaid #Odisha #ArgusNews