#କଟକରେ_ବାରମ୍ବାର_ଫାଟୁଛି_ପାଣି_ପାଇପ୍
ଦୁଇ ଦୁଇ ଥର ରାସ୍ତା ମଝିରେ ଫାଟିଲାଣି ପାଣି ପାଇପ୍ । ନିମ୍ନମାନର କାମ ଯୋଗୁ ପାଣି ପାଇପ୍ ଫାଟୁଥିବା ଅଭିଯୋଗ ହୋଇଥିବା ବେଳେ ଅନଭିଜ୍ଞ ଠିକାଦାର, PHD ବିଭାଗର ମୁଖ୍ୟ ଯନ୍ତ୍ରୀ ଓ ଅଧିକାରୀଙ୍କୁ ଦାୟୀ କରିଛନ୍ତି ଲୋକେ ।
#Cuttack #waterpipe #amrutyojana #PhD #Odisha #ArgusNews