କଟକ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ । କଟକ ରେଳ ଷ୍ଟେସନରେ ନୂତନ ପ୍ରବେଶ ଦ୍ଵାର ଓ ଆଠଗଡରେ ମୋବାଇଲ ହେଲ୍ଥ ୟୁନିଟର ଉଦଘାଟନ ଓ ଶୁଭାରମ୍ଭ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ।
#Cuttack #UnionMinister #RailwayMinister Ashwini Vaishnaw #inauguration #project #Odisha #ArgusNews