ପଦ୍ମପୁର ଅଞ୍ଚଳରେ ରେଡ଼ କଲା ଜଗତପୁର ଥାନା ପୋଲିସ । ରେଡ଼ ସମୟରେ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ । ଦୀପାବଳିରେ କେବଳ ସବୁଜ ବାଣ ବିକ୍ରି ପାଇଁ ରହିଛି କୋର୍ଟର ଅନୁମତି । କିଛି ଅସାଧୁ ବ୍ୟବସାୟୀ ପାରମ୍ପରିକ ବାଣ ବିକ୍ରି କରିବା ଖବର ପାଇ ରେଡ଼ କରିଥିଲା ପୋଲିସ
#Cuttack #Padampur #Crackerseized #Policeraid #Odisha #ArgusNews