ଆଉ ଦିନ କେଇଟା ପରେ ଧରା ପୃଷ୍ଠକୁ ଅବତରଣ କରିବେ ଦୁର୍ଗତୀ ନାସିନୀ ମାଆ ଦୁର୍ଗା । ତେବେ ଦିନ କମ୍ ଥିବାରୁ କଟକର ମେଢ କାରିଗରଙ୍କୁ ଆଉ ଫୁରସତ୍ ନାହିଁ । କଟକରେ ମାଆ ଦୁର୍ଗାଙ୍କ ମେଢ ତିଆରି କରିଥାନ୍ତି ସହରର କିଛି ମୁସଲମାନ ପରିବାର । ଯାହା ସୂଚାଏ, ପ୍ରାଚୀନ ନଗରୀ କଟକର ଭାଇଚାରାକୁ ।
#Cuttack #DurgaPuja #DurgaStatue #Dushera #MuslimFamily #Durgamaa #BiswajitDas #Odisha #ArgusNews