ପୁଣି କୋରୋନାରେ ଏକ ନମ୍ୱର୍ କଟକ। ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ାକୁ ପଛରେ ପକେଇ ପ୍ରଥମ ସ୍ଥାନରେ ରହିଛି କଟକ ଜିଲ୍ଲା । ରାଜ୍ୟରେ ଚିହ୍ନଟ ହୋଇଥିବା 7 ହଜାର 216 ଜଣ ସଂକ୍ରମିତଙ୍କ ମଧ୍ୟରୁ କଟକରେ ଆଜି ଚିହ୍ନଟ ହୋଇଛନ୍ତି ସର୍ବାଧିକ 1091 ଜଣ
#ArgusNews #Odisha #ArgusNewsTV #NewsChannel #Corona_Outbreak #Cuttack #Record_Break