#କଟକର_ପୋତାପୋଖରୀ_ଅଞ୍ଚଳର_ରାକ୍ଷୀ_ଅନ୍ୟ_ରାକ୍ଷୀ_ଠାରୁ_ସମ୍ପୂର୍ଣ୍ଣ_ଅଲଗା !
ଆଗକୁ ଆସୁଛି ଭାଇ ଭଉଣୀ ଙ୍କ ସ୍ନେହ ମମତାର ପର୍ବ ରକ୍ଷା ବନ୍ଧନ। ଜଗନ୍ନାଥ ସଂସ୍କ୍ରୁତିରେ ଏହି ପର୍ବର ତାତ୍ପର୍ଯ୍ୟ ଢେର ଅଧିକ ରହିଛି । ଏଭଳି ସ୍ଥିତିରେ ରାଜ୍ୟ,ଦେଶ ତଥା ବିଦେଶ ରେ ଥିବା ଜଗନ୍ନାଥ ମନ୍ଦିର ଗୁଡିକ ପାଇଁ ପ୍ରାୟ 3 ହଜାର ରୁ ଅଧିକ ରାକ୍ଷୀ ପ୍ରସ୍ତୁତ କରିଛି ଶ୍ରୀ ଜଗନ୍ନାଥ ପାଟ ସେବା ବିକାଶ ପରିଷଦ। ରାକ୍ଷୀକୁ ନେଇ ଆସନ୍ତୁ ଦେଖିବା ଏହି ରିପୋର୍ଟ
#ArgusNews #Odisha #Cuttack #RakshaBandhan #JagannathTradition #Potapokhari #Jagannathpataseva