#କଟକର_ମେଧାବୀ_ଛାତ୍ରୀ_ବିଷ୍ନୁପ୍ରିୟା_ସ୍ବାଇଁ !
ଡାକ୍ତରଟିଏ ହେବାର ସ୍ବପ୍ନ ନେଇ ଆଗକୁ ବଢୁଥିବା ବେଳେ ବାଟ ଓଗାଳେ କରୋନା । ହେଲେ ଅଟକି ଯାଏନି ବିଷ୍ଣୁପ୍ରିୟା ତଥା ଟ୍ଵିଙ୍କିଲଙ୍କ ସ୍ବପ୍ନ ଦେଖା । ଦୃଢ ଆତ୍ମବିଶ୍ଵାସର ସହିତ ଜୋମାଟୋରେ ଫୁଡ ଡେଲିଭରି ଗାର୍ଲ ଭାବେ ଯୋଗଦେଇ ନିଜର ପଢ଼ାଖର୍ଚ୍ଚ ଯୋଗାଡ଼ ସହିତ ଘର ଖର୍ଚ୍ଚରେ କରନ୍ତି କିଛିଟା ସହାୟତା
#ArgusNews #Odisha #NewsChannel #ArgusNewsTV #Cuttack #zomato_girl