କଟକ ଏସସିବିରରେ ସ୍ବାସ୍ଥ୍ୟବସ୍ଥାର ବିକଳ ଚିତ୍ର । ଏହିଭଳି ଦିନ ୧୨ଟା ବେଳେବି ରୋଗୀଙ୍କୁ ଖାଇବାକୁ ଦିଆଯାଉନି । ଯେଉଁ NGO ଦାୟିତ୍ବ ନେଇଛି ଏମାନଙ୍କର ଦାୟିତ୍ବ ନେବାପାଇଁ ତାଙ୍କର କେହି ସେବିକା ଆସୁନାହାନ୍ତି । ରାତିରେ ଜଣେ ଯିଏ ଆସୁଛି ସେ ମୋବାଇଲରେ ଗପିଗପି ତାର ଡ୍ୟୁଟି ସାରି ପଳାଉଛି ।
#ArgusNews #Odisha #SCB #medical #NGO #Cuttack #treatment #5T