#କଟକ_ଚୈଦ୍ବାର_ଜେଲ_ପାଲଟିଲା_ମଣ୍ଡପ !
ପ୍ରେମ ପ୍ରତାରଣାରୁ ଆରମ୍ଭ ହୋଇଥିବା କାହାଣି ଶେଷ ହୋଇଛି ବିବାହ ମଣ୍ଡପରେ । ମଥାରେ ସିନ୍ଦୁର ଦେଇ ବିବାହ ବନ୍ଧନରେ ବାନ୍ଧିହେଲେ ପ୍ରେମୀ ଯୁଗଳ । କଟକ ଚୈଦ୍ବାର ଜେଲ ଓ କେନ୍ଦୁଝର ରାମଚନ୍ଦ୍ରପୁର ଥାନାରେ ଦେଖିବାକୁ ମିଳିଛି ଏପରି ନିଆରା ବାହାଘର
#ArgusNews #Odisha #Marriage #Jail #Cuttack #Keonjhar #lovemarriage