କଟକ ଜିଲ୍ଲା ତିଗିରିଆ ଭୀରୁଡ଼ା ଏବଂ ପଣସ ପାଟଣା ଅଞ୍ଚଳରେ ଅବକାରୀ ବିଭାଗର ମିଳିତ ଚଢ଼ାଉ । ଏହି ଚଢ଼ାଉରେ ବେଆଇନ ଭାବେ ପ୍ରସ୍ତୁତ ହେଉଥିବା ଦେଶୀ ମଦ, ପୋଚ ଏବଂ ମଦ ରନ୍ଧା ପାଇଁ ବ୍ୟବହୃତ ହେଉଥିବା ସମସ୍ତ ଆସବାବପତ୍ରକୁ ଅବକାରୀ ବିଭାଗ ନଷ୍ଟ କରିଛି ।
#Cuttack #Tigria #axisdepartment #Raid #Odisha #ArgusNews