କଟକ ନିଆଳିରେ ଫେଲ ମାରିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା । ବାରଙ୍ଗ ବ୍ଲକ ଅନ୍ତର୍ଗତ ହରିଅନ୍ତା ଗ୍ରାମପଞ୍ଚାୟତର ମହୁରା ଗାଁରେ ପାଣି ପାଇଁ ଚାଲେ ନିତିଦିନି କସରତ। ବର୍ଷା ଦିନ ହୋଇଥିଲେ ବି ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ପାଣି ପାଇଁ ନଳକୂପ ଆଗରେ ଲମ୍ବା ଲାଇନ।
#Cuttack #Niali #WaterProblem #drinkingwater #PublicIssue #debabrataray #Odisha #ArgusNews