ଦୋକାନରେ ଚଢାଉ ବେଳେ ବିପୁଳ ପରିମାଣ ଭେଜାଲ୍ ଟମାଟୋ ଓ ଚିଲି ସସ୍ ଜବତ ହୋଇଛି । ମାଲଗୋଦାମରେ ଅପମିଶ୍ରିତ ସସ୍ ଦୋକାନରେ ଚଢ଼ାଉ କରାଯାଇଛି । ମାଲଗୋଦାମ ପୋଲିସ ଓ ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ମିଳିତ ଚଢ଼ାଉ କରାଯାଇଛି
#Cuttack #duplicatesauce #Tamatosauce #malgodown #CMC #ArgusNews