#କଟକରୁ_ପୁଣି_ଜବତ_ହେଲା_ନକଲି_ଜର୍ଦ୍ଦା_ଓ_ମାଦକ_ଦ୍ରବ୍ୟ ।
ମାଲଗୋଦାମ ଅଞ୍ଚଳରେ ତିନୋଟି ନକଲି ଜର୍ଦ୍ଦା ଗୋଦାମ ଉପରେ କମିଶନରେଟ ପୋଲିସ ସି ଏମ ସି ସ୍ୱାସ୍ଥ୍ୟ ଅଧିକାରୀ ଖାଦ୍ୟ ନିରାପତ୍ତା ଅଧିକାରୀ ଉପସ୍ଥିତରେ ରେଡ଼ କରାଯାଇଛି । ଗୋଦାମର ଜଣେ ମାଲିକ ଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଜବତର ଆନୁମାନିକ ମୂଲ୍ୟ 10 ଲକ୍ଷ ଟଙ୍କା ହେବ
#ArgusNews #Odisha #Cuttack #DuplicateZarda #CommissionaratePolice #Raid