ସହରର ବିଭିନ୍ନ ଅଞ୍ଚଳରେ ଥିବା ଲୋକଙ୍କ ଘରେ ଆସୁଛି ଗୋଳିଆ ପାଣି । ଦିନେ କି ଦୁଇ ଦିନ ନୁହେଁ । ମାସ ମାସ ଧରି ଏପରି ସମସ୍ୟା ଲାଗି ରହିଛି ବୋଲି ସିଏମସିର ୱାର୍ଡ ନମ୍ବର ୧୮ ବାଉଁଶଗଳିରେ ଲୋକେ ଅଭିଯୋଗ କରିଛନ୍ତି ।
#Cuttack #pollutionwater #problem #OdishaCM #Odisha #ArgusNews