#କଟନ_ଛଟନୀ_ମିଲର୍ସଙ୍କ_ମନମାନୀ
#ଟୋକନ_ଲ୍ୟାପସ_ଟାର୍ଗେଟ୍_ଫିଲପ୍
ମିଲର୍ସଙ୍କ ମନମାନୀ.. ପ୍ରଶାସନ ନିଦାବିଷ୍ଣୁ... ଯାହାଫଳରେ ଚାଷୀ ହେଉଛନ୍ତି ହନ୍ତସନ୍ତ...ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଗତ ୧୫ ଦିନ ହେବ ଧାନ କିଣା ଆରମ୍ଭ ହୋଇଥିଲେ ହେଁ ମିଲର୍ସଙ୍କ କଟନୀ ଛଟନିରେ ପ୍ରଶାସନ ମୁଣ୍ଡ ନୁଆଁଇବାରୁ ଏଯାଏଁ ଧାନକିଣା ହୋଇ ପାରିନାହିଁ ।
#Odisha #ArgusNews #paddy #PaddyProcurement #Sambalpur #Kuchinda