ବୟସ ଚାରିବର୍ଷ କିନ୍ତୁ ତୁଣ୍ଡ ଖୋଲିଲେ ଉଚ୍ଚାରିତ ହେଉଛି କଠିନ ସଂସ୍କୃତ ଶ୍ଳୋକ । ମଝିରେ ନ ଅଟକି ଅନର୍ଗଳ ଶ୍ଳୋକ ଆବୃତ୍ତି ତାଙ୍କୁ ଆଣିଦେଇଛି ପ୍ରସିଦ୍ଧି । ନିଜର ଏଭଳି ଅସାଧାରଣ ପ୍ରତିଭାର ପରିଚୟ ଦେଇ ଅନୁଗୁଳ ସହରର କୁନି ବାଳକ ସାଇ ଶୁଭ୍ରାଂଶୁ ମିଶ୍ର ଏବେ ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜକୁ ସାମିଲ କରାଇଛନ୍ତି
#GoodNews #Angul #saisubhranshu #Indiabookofrecord #talentedboy #ArgusNews