#କଥା_ହୋଇଥିଲେ_କଥା_ରଖିଲେ
#ରେଳମନ୍ତ୍ରୀ_ଅଶ୍ୱିନୀ_ବୈଷ୍ଣବଙ୍କୁ_ଧର୍ମେନ୍ଦ୍ରଙ୍କ_ଚିଠି
ହାଟିଆ ତପସ୍ୱିନୀ ଏକ୍ସପ୍ରେସ ହେଉ ଏଲ୍ଏଚ୍ବି କୋଚ୍ I
ଯାତ୍ରୀଙ୍କ ସୁରକ୍ଷା, ସୁବିଧା ଓ କଲ୍ୟାଣକୁ ଗୁରୁତ୍ୱ ଦେଇ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ I
#BBSR Dharmendra Pradhan Ashwini Vaishnaw #HatiaTapaswiniExpress #Odisha #ArgusNews