#କନିସି_ହାଟର_କରୁଣ_କାହାଣୀ
#୧୦_ବର୍ଷରୁ_ଉର୍ଦ୍ଧ୍ୱ_ହେଲା_ଭାଙ୍ଗୁନି_ପ୍ରଶାସନର_କୁମ୍ଭକର୍ଣ୍ଣ_ନିଦ୍ରା
କନିସି ହାଟରେ ପ୍ରତ୍ୟେକ ଦିନ ସହ ସହ ବ୍ୟବସାୟୀଙ୍କ ବିଡ଼ ଜମେ । ସମସ୍ୟାର ସମାଧାନ ପାଇଁ ଏଠାରେ ନିର୍ମାଣ ହେଲା ଏକାଧିକ ବଜାର ଗୃହ । କିନ୍ତୁ ଏପର୍ଯ୍ୟନ୍ତବ୍ୟବସାୟୀଙ୍କୁ ବଜାର ଗୃହ ପ୍ରଦାନ କରାଗଲା ନାହିଁ ।
#ArgusNews #ArgusNewsTV #Odisha #KanisiMarket #Brahmapur