କର ବା ଦୁଇ ଏକର ନୁହେଁ ବରଂ ପ୍ରାୟ 2000 ଏକରରେ ହୋଇଛି କନ୍ଦମୂଳ ଚାଷ । ଆଉ ଏହି କନ୍ଦମୂଳ ଚାଷ କରି ବେଶ ସ୍ୱାବଲମ୍ବୀ ହୋଇ ପାରିଛନ୍ତି ଅନୁଗୁଳ ସାତକୋଶିଆ ଅଭୟାରଣ୍ୟର ଚାଷୀ । ଆଉ ଏବେ ଏହି ପ୍ରକ୍ରିୟାରେ ନିଜକୁ ସାମିଲ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି ପ୍ରବାସୀ....
#Argusnews #Odisha #Angul #Sweet_Potato #Farming