#କନ୍ଧମାଳ_କଟଗଡ_ବ୍ଲକ_ପଡ଼ିପାଙ୍ଗା_ଗାଁରେ_ବଦଳୁନି_ଲୋକଙ୍କ_ଭାଗ୍ୟ !
ବରଂ ଦିନକୁ ଦିନ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବଢି ଚାଲିଛି । ପାଣିବୁନ୍ଦେ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । ଗାଁର ୫୦ ପରିବାରର ୪୦୦ ରୁ ଅଧିକ ଲୋକଙ୍କ ପାଇଁ ଏବେ କେବଳ ଚୁଆଁ ପାଣି ଭରସା । ଆସନ୍ତୁ ଦେଖିବା ଏହି ରିପୋର୍ଟ
#ArgusNews #Odisha #ArgusNewsTV #Kandhamala #Kotgada #WaterProblem #DrinkingWater