ଦକ୍ଷିଣ ପଶ୍ଚିମ ମୌସମୀ ବାୟୁ ଚାଲିଗଲା ପରେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିକୁ ଛୁଇଁଛି ପହିଲି ଶୀତ l ପହିଲି ଶୀତରେ ସ୍ଥାନୀୟ ଅଞ୍ଚଳବାସୀ ଖୁବ ଖୁସି ଥିବାବେଳେ ପର୍ଯ୍ୟଟକମାନଙ୍କର ଆଗମନ ଆରମ୍ଭ ହୋଇ ଯାଇଥିବା ଦେଖିବାକୁ ମିଳିଛି
#kandhamal #winterseason #Daringbadi #Tourist #OdishaKashmir #ArgusNews