ଆଜିର ବ୍ୟସ୍ତ ବହୁଳ ଦୁନିଆରେ ପଡୋଶୀକୁ ବି ପଚାରିବାକୁ ଲୋକେ ସମୟ ପାଉନାହାନ୍ତି। ହେଲେ ଲୋକଙ୍କୁ ସାହାଯ୍ୟ କରିବା ଦିଗରେ ଆଗଭର ହୋପଇ ଉଠିଛନ୍ତି କନ୍ଧମାଳ ଜିଲ୍ଲାର କିଛି ଉଦୀୟମାନ ଯୁବତୀ। ରକ୍ତ ଦାନକୁ ନେଇ ଗଢିଉଠିଥିବା ଏହି ସଂଗଠନ ଏବେ ସମାଜ ସଂସ୍କାରକ ଭାବେ କାର୍ଯ୍ୟ କରୁଛି
#ArgusNews #Odisha #NewsChannel #ArguNewsTV #Kandhamala #Team_Humanity