ପାଖେଇ ଆସିଲାଣି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକରରେ ଜୋର୍ ଧରିଛି ପ୍ରଚାର । ବିଜେପି ପ୍ରାର୍ଥୀନୀ ଉର୍ବଶୀ ଦିଗାଲ ଗ୍ରାମବାସୀ ଙ୍କ ଠାରୁ ଭୋଟ ଭିକ୍ଷା କରିବା ସହ ଅଞ୍ଚଳର କିଭଳି ବିକାଶ କରିବେ ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ।
#Kandhamal #PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews