#ପ୍ଲିହେରିରେ_ବିଜୁଳି_ସାତ_ସପନ
ବିଜୁଳି ସେବା ଅପେକ୍ଷାରେ ପାଡିବାଡା ଗ୍ରାମବାସୀ । ରାଜ୍ୟରେ ଗରିବଙ୍କୁ ମାଗଣା ବିଦ୍ୟୁତ ସେବା ଦିଆଯାଉଛି ବୋଲି ଡିଣ୍ଡିମ ପିଟୁଛନ୍ତି ରାଜ୍ୟସରକାର । ପାଡିବାଡା ଗାଁ ମୁଣ୍ଡରେ ବିଜୁଳି ଅଛି କିନ୍ତୁ ଗାଁ ଭିତରକୁ ଆସିନି। ବର୍ଷ ବର୍ଷ ଧରି ଅଭିଯୋଗ ସତ୍ତ୍ବେ ଗାଁକୁ ଆସି ପାରୁନି ଆଲୋକ ।
#kandhamal #electrical #problem CMO Odisha #Odisha #ArgusNews