କୋରାପୁଟ କଫିର ବାସ୍ନାରେ ମହକିତ ହୋଇଛି ବଜାର । ଏହାର ଗୁଣବତ୍ତାକୁ ପ୍ରଶଂସା ମିଳିବା ପରେ ଚାଷୀଙ୍କ ମଧ୍ୟ ବଢିଛି ଉତ୍ସାହ । ଆଗାମୀ ଦିନରେ ଜିଲ୍ଲାରୁ ଅଧିକ କଫି ଉତ୍ପାଦନ ଓ ଚାଷ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡିଥିବା ବେଳେ ବିଗତ ପାଞ୍ଚ ଦଶନ୍ଧି ଧରି ଚାଷ ହୋଇ ଆସୁଥିବା କୋରାପୁଟ କଫି ଆରମ୍ଭ କରିଛି ନୁଆଁ ଏକ ଯାତ୍ରା ।
#ArgusNews #odisha #coffee #Koraput #stategovt #CentralGovt