#କବାଡିଖାନାରେ_ଖତ_ଖାଉଛି_ମୋ_ସାଇକେଲ !
କବାଡ଼ି ଖାନାକୁ ବିକ୍ରି ପାଇଁ ଗଲାଣି ଶହ ଶହ ମୋ ସାଇକେଲ । ୨୫ ହଜାର ଟଙ୍କାରେ କିଣା ଯାଇଥିବା ସାଇକେଲକୁ ମାତ୍ର ୫ଶହ ଟଙ୍କାରେ ବିକ୍ରି କରାଯାଇଛି । ଏହାକୁ ବିରୋଧ କରୁଛି ବିଜେପି । ସରକାରଙ୍କ ଏହି ଦୁର୍ନୀତି ବିରୋଧରେ ଶିଶୁଭବନ ଛକ ନିକଟରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି
#ArgusNews #Odisha #ArgusNewsTV #MoCycle #Bhubaneswar #Corruption #BJP_Protest