କବିବର ରାଧାନାଥ ରାୟ, ଆଧୁନିକ ଓଡିଆ ସାହିତ୍ୟର ଜଣେ ଅନନ୍ୟ ପ୍ରତିଭା। ଓଡିଆ ଭାଷା ସାହିତ୍ୟର ଅଭିବୃଦ୍ଧି ଓ ପ୍ରସାର କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସମଗ୍ର ଓଡିଆ ଜାତି ତାଙ୍କ ପ୍ରତି କୃତଜ୍ଞ ରହିଥିବ। ଓଡିଆ ପାଠ୍ୟ ପଚସ୍ତକ ପ୍ରଣୟନ କ୍ଷେତ୍ରରେ ତାଙ୍କ ଅବଦାନ ମଧ୍ୟ ଅବିସ୍ମରଣୀୟ।
#KabibaraRadhanathRay #ModernOriyaliterature #oriyapoetry #oriyalanguage #oriyaliterature #Odisha #ArgusSpecial #ArgusNews