କମବାରନି ଦାଦନକର ସମସ୍ୟା, ଦିନକେ ଦିନ ରାଜ୍ୟନେ ଦାଦନ ସମସ୍ୟା ଉତ୍କଟ ହେଲାନ । ମହାମାରୀ କରୋନା ସ୍ଥିତିନୁ ବଢିଗଲାନ ଦାଦନଙ୍କର୍ ସମସ୍ୟା ।ସରକାର୍ କୋରନା ଲାଗି ବହୁତ ନୂଆ ପଦକ୍ଷେଫ୍ ନଉଛନ୍, ହେଲେ ଦାଦନକେ କିଛି ନାଇ ମିଲବାର ।
#ArgusNews #Odisha #ArgusNewsTv #Bolangir #migrantsproblem #CovidPandamic