ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ଏ ହେଉଛି ଚୌଧୁରୀ କୂଦ ଗାଁ। ଆଜିକୁ 4ଦିନ ହେବ ଗାଁର ଲୋକେ ରହିଛନ୍ତି ପାଣି ଘେରରେ। କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଜନ ପ୍ରତିନିଧି ପହଂଚିନାହାନ୍ତି ସେମାନଙ୍କ ନିକଟରେ
#Balasore #SubarnrekhaRiver #Flood #Waterlogging #Groundzeroreport #Odisha #ArgusNews