କରଞ୍ଜିଆରେ ଜୀବିତ ଶିଶୁକୁ ମୃତ ଘୋଷଣା ଘଟଣା । ଆଜି ମେଡିକାଲରେ ନବଜାତକ ଶିଶୁଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ମୟୂରଭଞ୍ଜର ଘଟଣା ପୁରା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।
#Mayurbhanj #Karanjia #medical #Babydeath #Odisha #ArgusNews