କରୋନା କବଳରେ ଡାକ୍ତରଖାନା । ଉପାନ୍ତ ଅଞ୍ଚଳରେ ରୋଗୀ ସେବା ଠପ୍ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଡାକ୍ତର ପଜିଟିଭ ଚିହ୍ନଟ ପରେ ରୋଗୀ ସେବା ଠପ୍ ହୋଇପଡିଛି । ଏହି ମେଡିକାଲକୁ ଆଖପାଖ ଅଞ୍ଚଳରୁ ହଜାର ହଜାର ରୋଗୀ ଆସୁଥିଲେ ବି ନାହାନ୍ତି ଡାକ୍ତର ।
#Keonjhar #Aanandpur #Medicalissue #Covidpositive #Doctorproblem #ArgusNews